୨୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ବର୍ତ୍ତମାନ ସମଗ୍ର ଭାରତବର୍ଷରେ ବଡ଼ ଚର୍ଚ୍ଚାର ବିଷୟ ହେଉଛି ଓଡିଶାର ଭୁବନେଶ୍ୱର-କଟକ ପୋଲିସ କମିଶନରେଟ ଅନ୍ତର୍ଗତ ଭରତପୁର ଥାନାରେ ଲିଖିତ ଅଭିଯୋଗ କରିବାକୁ ଆସିଥିବା ଭାରତୀୟ ଆର୍ମୀର ମେଜର ଗୁରୁବଂଶ ସିଂହ ଓ ତାଂକ ବାନ୍ଧବୀଙ୍କୁ ଥାନାରେ ନିର୍ଯ୍ୟାତନା ଦେବା ଘଟଣା l କାରଣ ସେମାନଙ୍କୁ କିଛି ଯୁବକ ଆକ୍ରମଣ ଘଟଣାକୁ ନେଇ ଥାନାକୁ ଆସିଥିବା ବେଳେ, ଏହିଭଳି ନିର୍ଯ୍ୟାତନା ପାଇବା ନିନ୍ଦାର ବିଷୟ ଅଟେ ଓ ଉକ୍ତ ଘଟଣାକୁ ନେଇ ଯୁବ ଆଇନଜୀବି ତଥା ଉତ୍କଳୀୟମ ଫାଉଣ୍ଡେସନର ଅଧ୍ୟକ୍ଷ ରାଜିବ ଲୋଚନ ପ୍ରଧାନ ଭାରତୀୟ ମାନିବକ ଅଧିକାର କମିଶନ,
