୨୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ମହାବିନାୟକ ସେବା ଚାରିଟେବୁଲ ଟ୍ରଷ୍ଟର ସବିତା ମିଶ୍ର ଓ କୁନା ମିଶ୍ରଙ୍କ ନେତୃତ୍ୱ ରେ ଅଶୋକ କୁମାର ରଥ, ନିରଞ୍ଜନ ମିଶ୍ର ଦିଲୀପ କୁମାର ସାମନ୍ତରାୟ,, ରମାକାନ୍ତ ସାହୁ ଵ୍ୟମକେଶ ଚିହ୍ନେରା ଝାନ୍ସୀରାଣୀ ମିଶ୍ର ସରୋଜ ପାତ୍ର ପ୍ରମୁଖ ଟାଇକୋଣ୍ଡ ଖେଳାଳୀ ସୁଶ୍ରୀ ଶୁଭଶ୍ରୀ ଶୁଭସ୍ମିତା ତ୍ରିପାଠୀଙ୍କ ବାସଭବନ କୁ ଯାଇ ସେଠାରେ ତାଙ୍କୁ ମାନପତ୍ର, ଜଗନ୍ନାଥଙ୍କ ଫୋଟୋ, ଉତ୍ତରୀୟ, ଫୁଲତୋଡ଼ା ଦେଇ ସମ୍ମାନିତ କରିବା ସହିତ ମିଠା ଖୁଆଇଥିଲେ l

