୨୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ପୁସ୍ତକ ପାଠ ରୁ ଜ୍ଞାନ ଆହରଣ ହୋଇଥାଏ ମାତ୍ର ପ୍ରତ୍ୟେକ୍ଷ ଜ୍ଞାନ ଅର୍ଜନ ପାଇଁ ଅନୁଭୂତି ଦରକାର ହୋଇଥାଏ ବୋଲି ଅତିବଡ଼ି ଜଗନ୍ନାଥ ଦାସ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦ୍ୱାରିକାନାଥ ବିଶ୍ଵାଳ ଛାତ୍ରଛାତ୍ରୀ ଙ୍କ ବ୍ୟବସାୟ ପ୍ରତିଷ୍ଠାନ ଭ୍ରମଣ ଅବସରରେ ପ୍ରକାଶ କରିଥିଲେ l

