୨୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ଉପର ବାଲିଯାତ୍ରା ପଡିଆରେ ଦୀର୍ଘ ପନ୍ଦର ଦିନ ଧରି କଟକ – ଭୁବନେଶ୍ୱର ଦୈତନଗରୁ ପକ୍ଷରୁ ଚାଲିଥିବା ଗଣେଶ ମହୋତ୍ସବ ଉଦଯାପିତ ହୋଇଛି । ଗଣେଶ ପୂଜା କମିଟିର ମୁଖ୍ୟ ଉପଦେଷ୍ଟା ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ କହିଲେ ଯେ, ଭାଇଚାରାର ସହର କଟକ ସହର ସଂସ୍କୃତି ସହର ।
