୨୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମୟୂରଭଞ୍ଜ :-> ଓଡ଼ିଶାର ସର୍ବବୃହତ ଜିଲ୍ଲାର ସଦର ମହକୁମା ବାରିପଦା ସହରର ସର୍ବବୃହତ ସମାସ୍ୟା ଲାଗିରହିଛି । କଥାରେ ଅଛି ଗରୀବଙ୍କୁ ଦଇବ ସାହା ଏହା WN-10ଆମ୍ବ ବାଗାନ ସାହିରେ ଦେଖିବାକୁ ମିଳିଛି । ଚିନ୍ମୟ ପାନ, ବିନୟପାଳ, ଅରୁଣ ସାହୁ, ପ୍ରମୋଦ ମହାନ୍ତି, ଶାନ୍ତିଲତା ପାତ୍ର, ଅରୁଣ ରାଉତ, କନକଲତା ସାହୁ, ରଥ ସାହୁ, ପାର୍ବତି ସାହୁ, ପୂର୍ଣ୍ଣ ସାହୁ,ଏହି ଆମ୍ବ ବାଗାନ ସାହି ବାସିନ୍ଦା, ଏମାନଙ୍କର ଏହି ବର୍ଷାଦିନରେ ରାତ୍ରୀରେ ନିଦ ହଜିଯାଏ, ଭଗବାନ ହିଁ ଭରଷାଥାନ୍ତି.।

