
୨୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଭାରତର ସର୍ବବୃହତ ଆମ୍ୟୁଜମେଣ୍ଟ ପାର୍କ ଚେନ୍ ୱଣ୍ଡେର୍ଲା ହଲିଡେଜ୍ ଭୁବନେଶ୍ୱରରେ ତାହାର ସଦ୍ୟତମ ଆମ୍ୟୁଜମେଣ୍ଟ ପାର୍କର ଭବ୍ୟ ଉଦ୍ଘାଟନ କରି ଏକ ଯୁଗାନ୍ତକାରୀ ମୁହୂର୍ତ୍ତକୁ ପାଳନ କରିଛି । ଏହା ୱଣ୍ଡେର୍ଲାର ଜାତୀୟ ସମ୍ପ୍ରସାରଣ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସଫଳତା ହୋଇଛି, ଯାହା ଆମ୍ୟୁଜମେଣ୍ଟ ଓ ମନୋରଞ୍ଜନ ଶିଳ୍ପରେ ନିଜର ସ୍ଥିତିକୁ ପୁନଃ ସୁଦୃଢ କରୁଛି । ପାର୍କକୁ ଶ୍ରୀମତୀ ପ୍ରଭାତୀ ପରିଡା, ଉପ ମୁଖ୍ୟମନ୍ତ୍ରୀ, ଓଡ଼ିଶା ଏକ ଉତ୍ସବରେ ଉଦ୍ଘାଟନ କରିଥିଲେ ଏବଂ ଉତ୍ସବରେ ସମର୍ଥ ବର୍ମା,

