୨୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲା ମୋହନା ବ୍ଲକ ଗସ୍ତରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ରୂପା ରୋସନ ସାହୁ। ମୋହନା ବ୍ଲକ ଗସ୍ତରେ ଆସି ଦୁର୍ଗମ ଅଞ୍ଚଳ ଗସ୍ତ କରିଥିଲେ। ରାଜସ୍ବ କମିଶନର ରୂପା ରୋସନ ସାହୁ ଚନ୍ଦ୍ରଗିରି ଏବଂ ବାଘମାରି ସହ ଲବାରସିଂ ଏବଂ ଆକିଲୀ ଅଞ୍ଚଳ ବୁଲି ବିଦ୍ୟାଳୟ, ମଧ୍ୟାହ୍ନ ଭୋଜନ ସହ ବିଦ୍ୟାଳୟ ପରିଚାଳନା କମିଟି, ଶିକ୍ଷକ ଶିକ୍ଷୟତ୍ରୀ,

