୧୯ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ନିଖିଳ ଉତ୍କଳ ବିଶ୍ବକର୍ମା ସମିତିର ପୁରୀ ଶାଖା ପାଇଁ ନୂତନ କମିଟି ନିର୍ବାଚିତ ହୋଇଯାଇଛି । ବିଶ୍ବକର୍ମାଙ୍କ ପୂଜା ପରେ ପୁରୁଣା କମିଟିର କାର୍ଯ୍ୟକାଳ ଶେଷ ହୋଇଥିଲା । ଜିଲ୍ଲା ସଭାପତି ଦେବରାଜ ମହାରଣାଙ୍କ ସଭାପତିତ୍ବରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ସଭାପତି ସୂର୍ଯ୍ୟନାରାୟଣ ମହାରଣା ଯୋଗ ଦେଇଥିଲେ । ପୁରୀ ନଗର ନୂଆ ସଭାପତି ଭାବେ ହୃଷିକେଶ ମହାରଣା, ଉପସଭାପତି କୈଳାଶ ଚନ୍ଦ୍ର ମହାରଣା,ସମ୍ପାଦକ ସଚ୍ଚିଦାନନ୍ଦ ମହାରଣା,
