୧୯ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ଭାରତ ସରକାର ଙ୍କ ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ମାଇ ଭାରତ ଫୁଲବାଣୀ ତରଫରୁ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ ଫୁଲବାଣୀ ଠାରେ ଜ଼ିଲ୍ଲା ଯୁବ ଅଧିକାରୀ ନଭନୀତ କୁମାର ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଫୁଲବାଣୀ ବ୍ଲକ ର ସ୍ୱେଚ୍ଛାସେବୀ ସାମିଲ ହୋଇ ଫୁଲବାଣୀ ସହର ର ଜଗନ୍ନାଥ ମନ୍ଦିର ପରିସରଏଂବ ସହର ବିଭିନ୍ନ ଜାଗାରେ ଅଳିଆ ଆବର୍ଜନା ସଫାକରି ପରିବେଶ କୁ ସ୍ୱଚ୍ଛ ରଖିଥିଲେ l

