କ୍ରିମିନାଲମାନଙ୍କୁ ପ୍ରଶାସନର ସପୋର୍ଟ ଏବଂ ଜଙ୍ଗଲ ରୁଲ୍ ସମର୍ଥନକୁ ବିରୋଧ
୧୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଝାରପୋଖରୀଆ :-> ହାଣିଥିବା ଏବଂ ଧର୍ଷଣ କରିଥିବା ଅପରାଧୀଙ୍କୁ ଗିରଫ କରାଯାଇ କାର୍ଯ୍ୟାନୁଷ୍ଠାନ ଦାବିରେ ବାରିପଦା ଜୋନାଲ ସେଙ୍ଗେଲ ସଭାପତି ସହ ଓଡିଶା ପ୍ରଦେଶ ସେଙ୍ଗେଲ ପାର୍ଗାନା ଶ୍ରୀ ନାରାନ ମୁର୍ମୁଙ୍କ ନେତୃତ୍ବରେ ଝାରପୋଖରୀଆ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ଏବଂ ସାରସକଣା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ମାର୍ଫତରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀମାନ୍ ମୋହନ ଚରଣ ମାଝୀ ସହିତ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।
