୧୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଦ୍ୱାରା ସ୍ୱତନ୍ତ୍ର ଜିଲ୍ଲା ପରିଷଦ ବୈଠକ ମାଧ୍ୟମରେ ବୁଧବାର ଦିନ ମୟୁରଭଞ୍ଜ କନିଷ୍ଠ ଶିକ୍ଷକ (Schematice) ୨୦୨୩ ଚୂଡାନ୍ତ ମେଧା ତାଳିକାର ତଥା OCAC କର୍ତୃପକ୍ଷଙ୍କ ଦ୍ୱାରା ପ୍ରଦତ୍ତ ବିଦ୍ୟାଳୟର ଚୟନ ତାଳିକାର ଅନୁମୋଦନ ହୋଇଯାଇଛି। ଏହି ବୈଠକରେ ଅତିଥି ଭାବେ, ମାନ୍ୟବର ମୟୂରଭଞ୍ଜ ସାଂସଦ ଶ୍ରୀ ନବ ଚରଣ ମାଝୀ, ମାନ୍ୟବର ବିଧାୟକ ରାଇରଙ୍ଗପୁର ଶ୍ରୀ ଜଲେନ ବାରଦା, ମାନ୍ୟବର ବିଧାୟିକା ବାଙ୍ଗିରିପୋଷି, ସୁଶ୍ରୀ ସଞ୍ଜଳି ମୁର୍ମୁ, ମାନ୍ୟବର ବିଧାୟକ, ସାରସକଣା ଶ୍ରୀ ଭାଦବ ହାଁସଦା, ମାନ୍ୟବର ବିଧାୟକ କରଞ୍ଜିଆ ଶ୍ରୀ ପଦ୍ମ ଚରଣ ହାଇବ୍ରୁ, ମାନ୍ୟବର ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା ଉପସ୍ଥିତ ଥିବା ବେଳେ, ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ,
