୧୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ରାଜ୍ୟ ରେ ସରକାର ଙ୍କ ମହିଳା ସଶକ୍ତିକରଣ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଦ୍ଵାରା ଭୁବନେଶ୍ଵର ଠାରେ ଉଦ୍ଘାଟିତ ହୋଇଥିବା ସୁଭଦ୍ରା ଯୋଜନା ରାଜ୍ୟ ର ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସ୍ଵୟଂ। ଶାସିତ ସଂସ୍ଥା ଦ୍ୱାରା ଭିଡିଓ ମାଧ୍ୟମରେ ପ୍ରସାରିତ ହୋଇଥିବା ବେଳେ ନାଚୁଣୀ ମହାବିଦ୍ୟାଳୟ ପରିସରରେ ଛାତ୍ରୀ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ର ସଚେତନତା ପାଇଁ ଏକ ବିଶେଷ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ରାଜକିଶୋର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉପଲକ୍ଷେ ଏକ ପୁରସ୍କାର ବିତରଣୀ ସଭାରେ ଆଧ୍ୟାପକ ସନ୍ତୋଷ କୁମାର ଶତପଥୀ ସନ୍ ଯୋଜନା କରିଥିବା ବେଳେ ମହାବିଦ୍ୟାଳୟ ସାଂସ୍କୃତିକ ସଂସଦ ର ଉପ ସଭାପତି ଅଧ୍ୟାପକ ବାଙ୍କନିଧି କହଲ ସିଂହ, ମହାବିଦ୍ୟାଳୟ ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ଦିଲ୍ଲୀପ ବେହେରା,

