ସରସ୍ୱତୀ କଳା ପରିଷଦ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ – କଟକ

ଓଡିଶା ତାଜା ନ୍ୟୁଜ୍ (୧୫ ଅଗଷ୍ଟ ଶନିବାର) କଟକ :- ସରସ୍ୱତୀ କଳା ପରିଷଦ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ ! କଟକ – ସରସ୍ବତୀ କଳା ପରିଷଦ, କଳାବିହାର, କନ୍ଦରପୁର, କଟକ ପକ୍ଷରୁ ୭୪ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ! ପ୍ରଭାତରେ ପତାକା ଉତ୍ତୋଳନ କରାଯାଇ କର୍ମକର୍ତ୍ତା ଵର୍ଗ ସମ୍ପାଦକ ନାଟ୍ୟକାର ଅଶୋକ ପଟ୍ଟନାୟକ,

ସଂଯୋଜକ ଚକ୍ରବର୍ତ୍ତୀ ଓତା,ଗୁରୁ ମହାଦେବ ମହାରଣା,ଦୈତାରି ପ୍ରଧାନ,ଵିକ୍ରମ ନନ୍ଦ,ଅଭିରାମ ସାହୁ,ଦୀପକ ସାହୁ,ଅଭୟ ଦାସ,ସନ୍ଧ୍ୟରାଣୀ ଦାସ,ହେମନ୍ତ ପ୍ରଧାନ,ଅଜୟ ଦାସ,ଇଂ.ଅମୀୟ ପଟ୍ଟନାୟକ,ପପିନା,ସୂର୍ଯ୍ୟ, ଶିଖା,ସୁଇଟି,ଯୁଜୁ, ଖୁସି,ଲୁସି,ଶ୍ରୀଧର ସ୍ୱାଇଁ ପ୍ରମୁଖ ଉପସ୍ଥିତରହି ମହାପୁରୁଷଙ୍କ ସ୍ମୃତି ଚାରଣ କରିଥିଲେ ! (ରିପୋର୍ଟ / ରଶ୍ମିତା ମହାପାତ୍ର କଟକ)

Exit mobile version