Home ଅପରାଧ ପୁରୀ ଜିଲ୍ଲା ହରିପୁର ଭାର୍ଗବୀ ନଦୀ ବନ୍ଦରୁ ଡେଇଁ ଦୁଇ ମୃତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ହରିପୁର ବ୍ରିଜ ରୁ ଡେଇଁ ମହିଳା ଓ ଶିଶୁ ମୃତ ୧୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପିପିଲି :-> ପୁରୀ ଜିଲ୍ଲା ପିପିଲି ନିକଟବର୍ତ୍ତୀ ଥିବା ହରିପୁର ବ୍ରିଜ ଉପରୁ ମହିଳା ନିଜର ଶିଶୁ ପୁତ୍ରକୁ ଧରି ଡେଇଁ ପଡ଼ିଥିଲେ । ଡେଇଁବା ବେଳେ କିଛି ଲୋକ ଦେଖି ପାଟି କରିବା ସମୟରେ ଲୋକରୁଣ୍ଡ ହୋଇଥିଲେ । ସଂଗେ ସଂଗେ କିଛି କରିବା ଆଗରୁ ମହିଳା ଜଣକ ଗଭୀର ଜଳରେ କେଉଁ ଆଡେ ବୁଡି ଭାସି ଯାଇଥିଲେ । ଓଡାରଫ ଟିମ୍ ଖବର ଦିଆଯାଇଥିଲା । କିନ୍ତୁ ସ୍ଥାନୀୟ ଲୋକମାନଙ୍କ ଉଦ୍ୟମ ରେ ଉକ୍ତ ନଦୀବନ୍ଧ ନିକଟରେ ଥିବା ସୁନାପଦା ଗାଁ ନିକଟରେଥିବା ନଦୀ କୂଳରୁ ଦୁଇ ଜଣକୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ସେମାନଙ୍କ ପରିଚୟ ମିଳିପାରିନାହିଁ, କିନ୍ତୁ ଲୋକମାନଙ୍କ ସନ୍ଦେହ ଯେ ମୃତ ମହିଳା ଓ ଶିଶୁ ପିପିଲି ର ବୋଲି କୁହାଯାଉଛି । Categories: ଅପରାଧ, ଓଡ଼ିଶା, ପୁରୀ, ହୋମ୍ Related Content କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ by Proprietor Abhimanyu Maharana June 23, 2026 ମାଁ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ by Proprietor Abhimanyu Maharana June 23, 2026 ବାଲିଗୁଡା ଏନଏସି ରେ ହୋଇଥିବା ଦୁର୍ନୀତି ର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ନେଇ ଦୁଇ କାଉନସିଲର ଙ୍କ ଅନିଦ୍ଧିଷ୍ଟକାଳ ପାଇଁ ଧାରଣା by Proprietor Abhimanyu Maharana June 23, 2026 ରାଜ୍ୟସଭା ନିର୍ବାଚନରେ ବିଧାୟକଙ୍କ କ୍ରସ ଭୋଟିଂ ପ୍ରସଙ୍ଗ ସଭ୍ୟପଦ ରଦ୍ଦ ଆବେଦନ ଖାରଜ କରି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ବାଚସ୍ପତି : ବିଜେଡି by Proprietor Abhimanyu Maharana June 22, 2026 ଭୁବନେଶ୍ୱରରେ ବେଆଇନ ଭେଣ୍ଡିଙ୍ଗ ଜୋନ ନେଇ ବଢୁଛି ପ୍ରଶ୍ନ - କାହା ସ୍ୱାର୍ଥରେ ଚାଲିଛି ନିର୍ମାଣ..? by Proprietor Abhimanyu Maharana June 22, 2026 ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ by Proprietor Abhimanyu Maharana June 22, 2026