ଅଭିଜ୍ଞ ଶିକ୍ଷଣ କାର୍ଯ୍ୟକ୍ରମ

୧୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ  :->  ଭାରତ ସରକାର ଙ୍କ ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ମା ଇ ଭାରତ ଫୁଲବାଣୀ ତରଫରୁଅଭିଜ୍ଞ ଶିକ୍ଷଣ କାର୍ଯ୍ୟକ୍ରମ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫୁଲବାଣୀ ଠାରେ ଜ଼ିଲ୍ଲା ଯୁବ ଅଧିକାରୀ ନଭନୀତ କୁମାର ଙ୍କ ତତ୍ଵାବଧାନରେ ଅନୁଷ୍ଠିତ ହୋଇ ଥିଲା l ଏହି କାର୍ଯ୍ୟକ୍ରମ ରେ ଦଶ ଜଣ ସ୍ୱେଚ୍ଛାସେବୀ ସାମିଲ ହୋଇ ଛନ୍ତି l

ସେହି ମାନଙ୍କ ର ମଧ୍ୟରେ ସିବେନ୍ଦ୍ର ଡିଗାଲ, ପିଣ୍ଟୁ ସେଠି, ବିଜୟ ପ୍ରଧାନ, ରଞ୍ଜନ ବିନ୍ଧାଣୀ, ମିନି କଂହର, ରଚିତାରାଣୀ ସାହାଣୀ, କବିତା କର,ଭବାନୀ ଗୁରୁ, ଶ୍ରାବଣୀ ସାହାଣୀ, ମାମାଲି ସାହାଣୀ,ଏବଂ ସତ୍ୟବାନ ଦଳବେହେରା,ରାଜକିଶୋର ପ୍ରଧାନ, କଲ୍ୟାଣୀ କଂହର ପ୍ରମୁଖ ସାମିଲ ହୋଇ କାର୍ଯ୍ୟକ୍ରମ କରିଥଲେ l ଏହି କାର୍ଯ୍ୟକ୍ରମ ଟି 27.9.2024 ରିଖ ପଯ୍ୟନ୍ତ ଚାଲିବ ବୋଲି ଜ଼ିଲ୍ଲା ଯୁବ ଅଧିକାରୀ ଅବଗତ କରି ଥିଲେ l

Exit mobile version