୧୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାହାଙ୍ଗା :-> ରବି ବାର ରାତ୍ର -୧୦ ଘଟିକା ସମୟରେ ମାହାଙ୍ଗା ବ୍ଲକ୍ ଉଷୁମା ପଞ୍ଚାୟତ ର ସଲରା ଗ୍ରାମ ର ପ୍ରଫେସର ଡ଼ ଗଙ୍ଗା ଧର ପଣ୍ଡା ଟା ଟା ମେମୋରିଆଲ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ପରିତ୍ୟାଗ କରି ଥିଲେ । ସେ କିଛି ଦିନ ହେବ କର୍କଟ ରୋଗ ରେ ଆକ୍ରାନ୍ତ ହୋଇ ଥିଲେ । ସୋର୍ଗତ ପଣ୍ଡା ଭାରତ ସରକାରଙ୍କ ଦ୍ବାରା ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ , ପୁରୀ ଠାରେ କୁଳପତି ଭାବରେ କାର୍ଯ୍ୟ କରୁଥିଲେ । ତା ପରେ କୋଲାନ ବିଶ୍ଵବିଦ୍ୟାଳୟ ଝାରଖଣ୍ଡ ଓ ପରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ସଂସ୍କୃତ ବିଶ୍ଵବିଦ୍ୟାଳୟରେ କୁଳପତି ଭାବରେ କାର୍ଯ୍ୟ କରୁଥିଲେ। ସର୍ଗତ ପଣ୍ଡା -୪୦ ରୁ ଉର୍ଦ୍ଧ୍ବ ବହି ଲେଖିଛନ୍ତି । ଶୋର୍ଗତ ପଣ୍ଡା ଜଣେ ଅନୁଷ୍ଠାନ ପ୍ରେମୀ , ଧର୍ମ ପରାୟଣ ଓ ନିଷ୍ଠାପର ବ୍ୟକ୍ତି ଥିଲେ । ସେ ସଲାରା ଧରପୂର୍ ଠାରେ ଏକ ସଂସ୍କୃତ ବେଦ ବିଦ୍ୟାଳୟକରିଛନ୍ତି ସ୍ଥାପନ କରି ଛନ୍ତି ।

