୧୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ତୁଳସୀ ଦୁଇପତ୍ର ରୁ ବାସେ ଓ ବିଛୁଆତି ଦୁଇପତ୍ର ରୁ କୁଣ୍ଡାଏ l ଠିକ ସେହିପରି ପୁରୀ ଜିଲ୍ଲାର ଗୋପ ବ୍ଲକ ଅଧିନସ୍ତ ଗଣେଶ୍ୱରପୁର ପଞ୍ଚାୟତ ର ଗଳଦାରୀ ଗ୍ରାମରେ ଆଜି ଭଳି ପବିତ୍ର ଦିବସ ଅବସରରେ ଶତାଧିକ ବୃକ୍ଷ ରୋପଣ କରାଯିବା ସହିତ ପ୍ରାୟ 20 ଜଣ ଶିକ୍ଷିତ ଯୁବକ ଓ ଯୁବତୀ ମାନେ ସ୍ୱେଚ୍ଛାକୃତ ଭାବେ ଅଙ୍ଗଦାନ ଭଳି ମହତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ପାଇଁ ସଂକଳ୍ପ କରିଛନ୍ତି l

