୧୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ର ବିଭିନ୍ନ ନିର୍ମାଣ ଶ୍ରମିକ ସଂଘ ,ଗ୍ୟାରେଜ,ବିଦ୍ୟୁତ୍ କାର୍ଯ୍ୟାଳୟ ଆଦି ସ୍ଥାନରେ ବିଶ୍ଵକର୍ମା ଙ୍କ ପୂଜା ମହା ସମାରୋହ ରେ ପାଳିତ ହୋଇଯାଇଛି। ପ୍ରତ୍ୟେକ ଅନୁଷ୍ଠାନ ରେ ବିଶ୍ୱକର୍ମା ମୂର୍ତ୍ତି ସ୍ଥାପନ କରି ରୀତି ନୀତି ଅନୁଯାୟୀ ହୋମ ଯଜ୍ଞ, ନାମ, ସଂକୀର୍ତ୍ତନ କରାଯାଇ ପୂଜର୍ଚ୍ଚନା କରଯାଇଥିଲା ।

