୧୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> କେଶରୀୟା ହିନ୍ଦୁ ବାହିନୀ ଓଡ଼ିଶା ସଂଗଠନ ର ରାଜ୍ୟ ସାଙ୍ଗଠନିକ ବୈଠକ ପ୍ରତିଷ୍ଠାତା ଶ୍ରୀ ଦିଲୀପ କୁମାର ଦାସ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକ ରେ ରାଜ୍ୟ କମିଟି କୁ ପୁନଃ ଗଠନ କରାଯିବା ସହ ସଂଗଠନ ର ଆଗାମୀ ଦିନ ର କାର୍ଯ୍ୟପନ୍ଥା ଉପରେ ଆଲୋଚନା କରାଗଲା । ଏକ ସୁସ୍ଥ ସମାଜ ଗଠନଦିଗରେ ଗୁରୁତ୍ଵ, ଗରୀବ, ଦଳିତ, ଅସହାୟ ଙ୍କ ସେବାରେ ସଦାସର୍ବଦା ସହ ଯୋଗର ହାତ ରହିବ, ଉତ୍ତମ ସ୍ୱାସ୍ଥ୍ୟସେବା, ଶିକ୍ଷାର ବିକାଶ, ସୁଶାସନ, ନାରୀ ସୁରକ୍ଷା,

