୧୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ବିରିଡି ବ୍ଲକ ଅନ୍ତର୍ଗତ କୂଳକଇଜଙ୍ଗl ପଂଚାୟତ ର ନୂଆପାରୀ ସ୍ଥିତ ମଦନମୋହନ ମଠରେ ଶନିବାର ରାତିରେ ରାସ ଉଛବ ଅନୁଷ୍ଠିତ ହୋଇଯାଇଛି l ଜଗତ୍ଗୁରୁ ରାମାନନ୍ଦl ଚାର୍ଯ୍ୟ ସ୍ୱାମୀ ଅରୂପାନନ୍ଦଜୀ ମହାରାଜ ରାସ ପରିବେଷଣ କରି କହିଲେ ଯୁଗେ ଗୋଲକ ରାସ ଯୁଗେ ରାସ ରହି ଆସିଛି l ସତ୍ୟ ଯୁଗରେ ଲଷ୍ମୀ ନୃସିଂହ ରାସ କରିଥିଲେ l ତ୍ରେତୟାରେ ରାମ ସୀତା, ଦ୍ୱାପରେ ରାଧା କୃଷ୍ଣ ରାସ କରିଥିଲା ବେଳେ କଳିଯୁଗରେ ଗୋଲକ ରାସ ହେଉଛି ଶ୍ରୀକ୍ଷେତ୍ରରେ ବଳଭଦ୍ର ଚନ୍ଦ୍ରାବଳି,
