୧୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ବାର୍ଷିକ ବ୍ୟବସାୟ ଉତ୍କର୍ଷ ସମ୍ମିଳନୀର ଷଷ୍ଠ ସଂସ୍କରଣର ଆୟୋଜନ କରୁଛି। ଚଳିତ ବର୍ଷର ଶିଖର ସମ୍ମିଳନୀ ପାଇଁ ବିଷୟବସ୍ତୁ ଅଛି “ସମ୍ଭାବନାକୁ ପୁନଃ ନିର୍ଣ୍ଣୟ କରିବା” (Redefining Possibilities) ଏହି କାର୍ଯ୍ୟକ୍ରମରେ ଉପ କୁଳପତି ପ୍ରଫେସର ଫ୍ର। ଆଣ୍ଟୋନି ଆର ଉଭାରୀ, ଏସ୍ ଜେ, ଡେପୁଟି ରେଜିଷ୍ଟ୍ରାର ତଥା ମୁଖ୍ୟ ଆର୍ଥିକ ଅଧିକାରୀ ଫ୍ର। ଭି ଆରୋକିଆ ଦାସ, ଏସ୍ ଜେ, ଆସୋସିଏଟ୍ ଡିନ୍ – କ୍ୟା୍ରୀଅର ଏଡ୍ଭାଇଜରି ସର୍ଭିସେସ୍ , ପ୍ରଫେସର ଫ୍ରାନ୍ସିସ୍ ଥୋମାସ୍ କାଷ୍ଟେଲିନୋ, ପ୍ରଫେସର ଡି.ଭି. ରମଣା ଏବଂ ମାନ୍ୟବର ମୁଖ୍ୟ ବକ୍ତା, ମେର୍ସର ଅଧ୍ୟକ୍ଷ, ଶ୍ରୀ ସିଦ୍ଧାର୍ଥ ଗୁପ୍ତା ପ୍ରମୁଖ ଯୋଗଦାନ କରିଥିଲେ ।
