ରେଲ ବିଭାଗ, ଓଡ଼ିଶାର ବୃହତ ଜିଲ୍ଲା ମୟୂରଭଞ୍ଜକୁ ଅଣଦେଖା

ନିରର୍ଦ୍ଧାରିତ ସମୟରେ, ଏହି ଟ୍ରେନଟି ଚାଲୁନାହିଁ, ଫଳରେ ଆସିବାବେଳେ ବିଳମ୍ବିତ ରାତ୍ରୀରେ ଯାତ୍ରୀ ହନ୍ତସନ୍ତ । ପୁରୀ-ବାଙ୍ଗିରିପୋଷୀ, ଏବଂ ବାଙ୍ଗିରିପୋଷି – ପୁରୀ ଆଉ ଏକ ଟ୍ରେନ ରାତ୍ରୀରେ ପ୍ରତିଦିନ ଚାଲିବା ପାଇଁ ଦାବୀ ହେଉଛି। ଡିଏମୟୂ ଟ୍ରେନଟି ଦିନରେ ଥରେ ମାତ୍ର ବାଲେଶ୍ଵର ଯାଉଛି। ଏହାଦିନରେ ଚାରିଥର ଚାଲିବା ପାଇଁ ଦାବୀ ହେଉଛି। ଏହା ଯଥାଶୀଘ୍ର କାର୍ଯ୍ୟକାରୀ କରିବାପାଇଁ ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ମୟୂରଭଞ୍ଜ ବାସୀ ନିବେଦନ କରିଛନ୍ତି ।
Related Content
ବ୍ଲକ ସ୍ତରୀୟ ପଞ୍ଚାୟତରାଜ ଦିବସ ପାଳନ
by
Proprietor Abhimanyu Maharana
April 25, 2026
ବନମାଳୀପୁର ଡିଗ୍ରୀ କଲେଜ ରେ ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ
by
Proprietor Abhimanyu Maharana
April 25, 2026
ବାରଙ୍ଗ ଗଙ୍ଗେଶ୍ୱର ଅଞ୍ଚଳରୁ ଗ୍ୟାସ୍ ସିଲିଣ୍ଡର୍ ସହ ବହୁ ଆନୁଷଙ୍ଗିକ ସାମଗ୍ରୀ ଜବତ
by
Proprietor Abhimanyu Maharana
April 25, 2026
ସାଇ ଆରାଧନା ଦିବସ
by
Proprietor Abhimanyu Maharana
April 25, 2026
Style Baazar Partners with Odia Film Bindusagar to Celebrate Culture, Cinema, and Community in Bhubaneswar
by
Proprietor Abhimanyu Maharana
April 25, 2026
ଷ୍ଟାଇଲ ବଜାର ପକ୍ଷରୁ ଭୁବନେଶ୍ୱରରେ ସଂସ୍କୃତି, ସିନେମା ଓ ସମୁଦାୟକୁ ପାଳନ କରିବା ପାଇଁ ଓଡିଆ ଫିଲ୍ମ ବିନ୍ଦୁସାଗର ସହ ସହଭାଗିତା
by
Proprietor Abhimanyu Maharana
April 25, 2026