୧୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଆଜି ଦଶପଲ୍ଲା ଥାନା ଖୋର୍ଦ୍ଧା – ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ଟାକରା ନିକଟସ୍ଥ ପୀଠାଖାଇ ଘାଟି ନିକଟରେ ଦଶପଲ୍ଲା ରୁ ଟାକରା ଅଭିମୁଖେ ଆସିଥିବା OD25A8841 ନମ୍ବର ନାମକ ବାଇକ୍ ଭାରସାମ୍ୟ ହରାଇ ଏକ ଇଲେକ୍ଟ୍ରି ଖୁଣ୍ଟରେ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡ଼ିଛି ।

