୧୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଲଷ୍ମୀପୁର :-> ଲଷ୍ମୀପୁର ବ୍ଲକ ଅଧ୍ୟକ୍ଷା ସୁ୍ୱାଇ କୁଲେସିକାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି 10 ଜଣ ସମିତିସଭ୍ୟ ସଭ୍ୟା l ଏଭଳି ପ୍ରସ୍ତାବ ଆଣି ସେମାନ ଆଜି ଜିଲ୍ଲାପାଳ ଭି କୀର୍ତି ଭାସନଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି l ଅଭିଯୋଗ ପତ୍ର ଉଲ୍ଲେଖ ରହିଛି ଯେ, ଅଧ୍ୟକ୍ଷା ଶ୍ରୀମତୀ କୁଲେସିକା ତାଙ୍କ 30 ମାସ କାର୍ଯ୍ୟ କାଳରେ କେବଳ ତିନଟି ସମିତି ବୈଠକ ଡକାଇଛନ୍ତି l ସରକାରୀ ନିୟମ ଅନୁସାରେ ପ୍ରତି ତିନି ମାସରେ ଥରେ ସମିତି ବୈଠକ ବସିବା କଥା l
