୧୪ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡ଼ା :-> କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ ବିଶ୍ୱ ପ୍ରାଥମିକ ସ୍ବାସ୍ଥ୍ୟ ଉପଚାର ଦିବସ ପାଳିତ ହୋଇଯାଇଛି । ଉକ୍ତ କର୍ମଶାଳାରେ ଯୁବ ରେଡକ୍ରସ୍ ଜିଲ୍ଲା ସଂଯୋଜକ ଡ଼ ବିଭୂତି ଭୂଷଣ ଆଚାର୍ଯ୍ୟ ଆବଶ୍ୟକତା ଅନୁସାରେ ପ୍ରାଥମିକ ସ୍ବାସ୍ଥ୍ୟ ଉପଚାର ଦେବା ଜରୁରୀ ବୋଲି ଉଦାହରଣ ଦେଇ ନମୁନା ସହ ସ୍ଵେଚ୍ଛାସେବୀଙ୍କୁ ବୁଝାଇ ଥିଲେ ।

