
୧୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ଧର୍ମ ଏକ ସ୍ୱତନ୍ତ୍ର l ୟାକୁ ନେଇ କେହି ରାଜନୀତି କର ନାହିଁ l ଭାରତୀୟ ସନାତନ ଧର୍ମ ସହନଶୀଳ l ଆଚରଣ, ଉଚ୍ଚାରଣ ଶିଳ ଏବଂ ମନୁଷ୍ୟ ଗଠନର ପଥ ପ୍ରଦର୍ଶକ l କୌଣସି ରାଜନୈତିକ ବ୍ୟକ୍ତି ଜେ ଯେଉଁ ଦଳର ହେଉନା କାହିଁକି ଧର୍ମ ଵା ଗୀତା, ଭାଗବତ, ପୁରାଣ, ରାମାୟଣକୁ ନେଇ ବକ୍ତବ୍ୟ ଵା ମନ୍ତବ୍ୟ ଦେବା ବନ୍ଦ କରନ୍ତୁ l ଉଦାର ବାଦୀ ସନାତନ ଧର୍ମ ସଂସ୍କୃତି ବାଦୀ ମାନେ ଅତି ସହିଷ୍ଣୁ କିନ୍ତୁ ଦରକାର ପଡିଲେ ସେମାନେ କଠୋର ହୋଇ ପାରନ୍ତି l

