
୧୩ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ମୋହନା ବ୍ଳକ ବିରିକୋଟ ଗାଁରେ ୩୦ ପରିବାର ଜ୍ଜରରେ ଆକ୍ରାନ୍ତ ହୋଇଛନ୍ତି । ଗାଁର ୯ ରୁ ୧୦ ନଂ ଓ୍ବାର୍ଡରେ ବସବାସ କରୁଥିବା ୪୦ରୁ ଉଦ୍ଧ୍ବମହିଳା ଓ ପୁରୁଷ ଜ୍ଜରରେ ପୀଡିତ ଅଛନ୍ତି । ପ୍ରଥମେ ଜ୍ଜର ଓ ପରେ ଗୋଡହାତ ବିନ୍ଧା ସହ ଫୁଲିଯାଉଥିବା ମହିଳାମାନେ କହିଛନ୍ତି ।

