୧୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ଼ା ଜିଲ୍ଲା :-> ଗୁଣପୁର ପୌର ପରିଷଦ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟରେ ମୋ ବସ୍ ସେଜ୍ୟ ଅବସ୍ଥାରେ ମରାମତି ଅବହେଳା ଯୋଗୁଁ,ଆଜକୁ ୧୦ ଦିନରୁ ଉର୍ଦ୍ଧ ହେବ ଯାତ୍ରୀମାନଙ୍କୁ ଅସନ୍ତୁଷ୍ଟ କରୁଛନ୍ତି। ଗୁଣପୁର ଠାରୁ ଆବାଡା ଗ୍ରାମପଞ୍ଚାୟତ, ଯଥୋଚିତ ଭାବେ ଜଲ୍ ତାର୍ ଗ୍ରାମପଞ୍ଚାୟତ,ଟଲଣା ଗ୍ରାମପଞ୍ଚାୟତ,ଫୁଟ୍ଟାସିଂ ଗ୍ରାମ ପଞ୍ଚାୟତ,ଶଗଡା ଗ୍ରାମପଞ୍ଚାୟତ, ଆବାଡା ଗ୍ରାମପଞ୍ଚାୟତ, ଅବସ୍ଥିତ ଏହି ୦୫ ଗୋଟି ଗ୍ରାମପଞ୍ଚାୟତର ଯାତ୍ରୀମାନଙ୍କୁ ଅସନ୍ତୋଷ ମନ ଭାବ ହୋଇ ପଡିଛି। କାରଣ ଗତ ଦିନ ଠାରୁ ଆଜକୁ ୧୦ ଦିନ ହେବ ମୋ ବସ୍ ସେଜ୍ୟ ଅବସ୍ଥାରେ ପଡି ରହିଥିବା ବେଳେ ଯାତ୍ରୀମାନଙ୍କୁ ଅସୁବିଧାର କାରଣ ହେଉଛନ୍ତି ।
