୧୨ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ଼ା ଜିଲ୍ଲା :-> ସୌଜନ୍ୟ ଗୁଣପୁର ପୌରପରିଷଦ ସୁଭଦ୍ରା ଯୋଜନାର ଲମ୍ବା ଧାଡିରେ ଖରା,ବର୍ଷାରେ କେତେକ ମାଆମାନେ ପିଲା ଛୁଆ ମାନଙ୍କୁ ହାତରେ ଧରି ଜନ ସାଧାରଣଙ୍କୁ ଆଜି ମାଝୀ ସରକାରଙ୍କ ଯୋଜନାରେ ଲୋକମାନଙ୍କୁ ଅନ୍ତ ସନ୍ତଃ ହେଉଛନ୍ତି । ଏଥି ଯୋଗୁଁ ଲୋକେ ଅନ୍ତସନ୍ତଃ ଆଧାର ସହ ମୋବାଇଲ୍ ନମ୍ବର ସଂଲଘ୍ନ କରିବା ପାଇଁ ଏହି କୋଣରୁ ସେହି କୋଣ ଭିଳ ମଧ୍ଯରେ ଲମ୍ବା ଧାଡିରେ, ଗୋଷ୍ଠୀ ଉନ୍ନୟନ କାର୍ଯ୍ୟା ଳୟରେ,ପୋଷ୍ଟ ଅଫିସ୍ କାର୍ଯ୍ୟା ଳୟରେ,ଜନ ସେବା କେନ୍ଦ୍ରରେ ପୋଡଶୀ ରାଜ୍ଯରୁ ଗ୍ରାମାଞ୍ଚଳକୁ ଦୌଡ ପ୍ରତିଯୋଗିତାର ସୀମାନ୍ତ ହିତାଧିକାରୀ ମାଆମାନଙ୍କୁ ଅସନ୍ତୁଷ୍ଟ ହୋଇ ପଡିଛନ୍ତି।
