୧୧ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ଶଙ୍ଖକ୍ଷେତ୍ର ଶ୍ରୀକ୍ଷେତ୍ରରେ ପବିତ୍ର ବଡଦାଣ୍ଡରେ ଓଡ଼ିଶାର ନିଜସ୍ବ ଜୁଏଲରୀ ବ୍ରାଣ୍ଡ ଅରୁନ୍ଧତୀ ଜୁଏଲର୍ସ ତାର ନବମ ସୋ ରୁମ ଉଦଘାଟିତ ହୋଇଯାଇଛି । ଏହାକୁ ଅରୁନ୍ଧତୀ ଜୁଏଲର୍ସର ବ୍ରାଣ୍ଡ ଆମ୍ବାସେଡେର ଚଳଚ୍ଚିତ୍ର ନାୟିକା ଅର୍ଚ୍ଚିତା ସାହୁ ଉଦଘାଟନ କରି କହିଲେ ଜଗନ୍ନାଥଙ୍କ ଧାମକୁ ଆସୁଥିବା ପର୍ଯ୍ୟଟକ ତୀର୍ଥଯାତ୍ରୀଙ୍କ ସମେତ ସହରବାସୀ ଓଡ଼ିଶାର ନିଜସ୍ବ କଳା ଶୈଳୀରେ ନିର୍ମିତ ଗହଣା କିଣିବାର ସୁବିଧା ପାଇପାରିବେ ।

