୧୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗଜପତି :-> ଗଜପତି ଜିଲ୍ଲାର ରା. ଉଦୟଗିରି ବ୍ଲକରେ ଥିବା କେ. ଏମ. ଭଲିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଦାତl ମହାପ୍ରଭୁ ଶ୍ରୀ ଶ୍ରୀ ଗଣପତି ବାବାଙ୍କର ପୂଜା କାର୍ଯ୍ୟ ସରିବା ପରେ ଆଜି ବିସର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଅବସରରେ ବିଦ୍ୟାଳୟରେ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ପୂଜା କରାଯାଇଥିବା ପ୍ରଭୁ ଗଣପତି ବାବା ତିନି ଦିନ ପୂଜା ମଣ୍ଡପରେ ରହିଵା ପରେ ଯଥା ନୀତି ଅନୁସାରେ ଜଳରେ ବିସର୍ଜିତ ହୋଇଛନ୍ତି l

