୧୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ବାଲିଗୁଡ଼ା ବ୍ଲକ ର ରୁଟୁଙ୍ଗିଆ ଓ ବାତା ଗୁଡା ରେ ନେଟ ବିଭ୍ରାଟ । ସୁଭଦ୍ରା ପଞ୍ଜିକରଣ ବିଳମ୍ବ ସୁଭଦ୍ରା ଯୋଜନା ର ପଞ୍ଜିକରଣ ରେ ଇଣ୍ଟରନେଟ ବିଭ୍ରାଟ ଯୋଗୁଁ ଅହେତୁକ ବିଳମ୍ବ ହେଉଥିବା ଦେଖା ଯାଉଛି। ଜନସେବା କେନ୍ଦ୍ର ବିଳମ୍ବରେ ଖୋଲୁଛି। ରାତ୍ରୀରେ ନେଟ ଉପଲବ୍ଧ ହେଉଥିବାରୁ ରାତ୍ରୀରେ ପଞ୍ଜିକରଣ ହେଉଛି। ପଞ୍ଜିକରଣ ପାଈଁ କୁଆଡେ ୧୦୦ଟଙ୍କା ନିଆଯାଉଥିବା ନେଇ ଅଭିଯୋଗ କରୁଛନ୍ତି ହିତାଧିକାରୀମାନେ। ସୁଭଦ୍ରା ଯୋଜନା ରେ ଅନ ଲାଇନ ପଞ୍ଜିକରଣ ନିଶୁଳ୍କ କରାଯାଉଛି ବୋଲି ସରକାରୀ ନିର୍ଦ୍ଦେଶ ରହିଛି ।
