୧୦ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> SCB ମେଡିକାଲରେ ଶେଷ ହେଲା ଦ୍ବିତୀୟ ଲିଭର ପ୍ରତିରୋପଣ ୯ ଘଣ୍ଟାର ଅପରେସନ ସଫଳ ନେଇ ମେଡିକାଲର ସୂଚନା ନୟାଗଡ଼ର ମାନସ ମୁଦୁଲିଙ୍କୁ ଲିଭର୍ ଦେଲେ ତାଙ୍କ ପତ୍ନୀ ହାଇଦ୍ରାବାଦର ୪ ଜଣିଆ ଟିମ୍ ଏବଂ SCB ଡାକ୍ତର ସାମିଲ ଅପରେସନ୍ ପରେ ICUରେ ଉଭୟଙ୍କ ଚିକିତ୍ସା l

