୦୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> ପୁରୀ – କୋଣାର୍କ ବେଳାମାର୍ଗରେ ଥିବା ସୁତନ ପଞ୍ଚାୟତ ଟିକନା ଗ୍ରାମରେ ମା ଖଣ୍ଡୁଆଳି ସାହି ଗଣେଶ କମିଟି ଅଗ୍ର ପୂଜ୍ୟ ଗଜାନନଙ୍କ ପୂଜା ବହୁ ଆଡମ୍ବରରେ ପାଳନ ହୋଇଛି । ସମସ୍ତ ରୀତି ନୀତି ରେ ଗଜନାନ ଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ସଭାପତିଙ୍କ ସମେତ ସମସ୍ତ ସଭ୍ୟ ଉପସ୍ଥିତ ଥିଲେ ।

