ନୟାଗଡରେ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ଅନୁଷ୍ଠିତ

ଓଡିଶା ତାଜା ନ୍ୟୁଜ୍ (୧୫ ଅଗଷ୍ଟ ଶନିବାର ) ନୟାଗଡ :- ନୟାଗଡ ପିଟିଏସ ଗ୍ରାଉଣ୍ଡ ରେ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ଏଥିରେ ରାଜସ୍ୱ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଯୋଗଦେଇ ନୟାଗଡର ସୁବର୍ଣ୍ଣମୟ ଇତିହାସ ଆଉ ଗାରିମାର ଅବତାରଣା କରିଥିଲେ ଏହି ପରିପ୍ରେକ୍ଷୀରେ ସହିଦ ସ୍ମୁତି ସ୍ଥମ୍ଭ ନିକଟରେ ମୁଖ୍ୟ ଅତିଥି ବୃକ୍ଷ ରୋପଣ କରିଥିଲ

ଡି. ଆଇ. ପି. ଆର. ଓ ଡ. ପ୍ରମୋଦ ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି ଜିଲ୍ଲାସ୍ତରୀୟ ଉତ୍ସବରେ ଜିଲ୍ଲାର ଜିଲ୍ଲପାଳ ଡ. ପୋମା ଟୁଡୁ, ଏସ. ପି. ପ୍ରତ୍ୟୁଷ ଦିବାକର ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ପଦାଧିକାରୀ ଉପସ୍ଥିତ ଥିଲ କରୋନା ପରିପ୍ରେକ୍ଷୀରେ ସମସ୍ତ ପ୍ରକାର ସତର୍କତା ଜିଲ୍ଲା ପ୍ରଶାସନ ଅବଲମ୍ୱନ କରିଥିଲା । (ରିପୋର୍ଟ-ରାମକୃଷ୍ଣ ରଥ)

Exit mobile version