Home ଓଡ଼ିଶା ବୋଲଗଡ଼ ବ୍ଲକ ଅଞ୍ଚଳରେ ବିଘ୍ନ ବିନାୟକଙ୍କ ପୂଜା ପାଳିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ରାଜସୁନାଖଳା ଗଣେଶ ମହୋତ୍ସବ ସମସ୍ତଙ୍କ ମନମୋହିଲା 0୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ଆଜି ପବିତ୍ର ଗଣେଶ ଚତୃଥୀ ଉପଲକ୍ଷେ ବୋଲଗଡ଼ ଅଞ୍ଚଳର ସମସ୍ତ ସରକାରୀ,ବେସରକାରୀ ଶିକ୍ଷା ଅନୁଷ୍ଠାନ, ସମସ୍ତ ସରକାରୀ କାର୍ଯ୍ୟାଳୟ, ସମସ୍ତ କ୍ଳବ, ପାଠାଗାର, ମହିଳା ସମିତି, ସମସ୍ତ ବଣିକ ସଙ୍ଘ ଓ ସମସ୍ତ ଗ୍ରାମଗୁଡିକରେ ବିଘ୍ନ ବିନାୟକ ପୂଜା ଶନିବାର ଦିନ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଅ ଛି ! ପ୍ରତ୍ୟେକ ପୂଜା ମଣ୍ଡପ ଗୁଡିକୁ ଆୟୋଜକ ମାନଙ୍କ ଦ୍ୱାରା ବିଭିନ୍ନ ରଙ୍ଗବେରଙ୍ଗ ଆଲୋକ ମାଳlରେ ସୁସଜିତ କରାଯାଇଅଛି ! ପାଣିପାଗ ଅନୁକୂଳ ରହିଥିବାରୁ ଶ୍ରଦ୍ଧାଳୁ ଭକ୍ତମାନଙ୍କର ଭିଡ଼ ଦେକହିବାକୁ ମିଳିଥିଲା ! ପ୍ରତ୍ୟେକ ପୂଜାମଣ୍ଡପ ଗୁଡିକରେ ବୋଲଗଡ଼ ପୋଲିସ ବାହିନୀ,ରାଜସୁନାଖଳା ଫାଣ୍ଡି ଓ ଗୋବର୍ଦ୍ଧନ ପୁର ଫାଣ୍ଡି ଓ ବାଙ୍କୋଇ ଫାଣ୍ଡି ପୋଲିସ ବାହିନୀ ଉପସ୍ଥିତ ରହି ମହିଳାମାନଙ୍କୁ ସୁରକ୍ଷା ଦେବl, ସଙ୍ଗେସଙ୍ଗେ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ ! ପୂଜା ମପଣ୍ଡପ ଆୟୋଜକମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ମନୋରଞ୍ଜନ ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା ! ଏହି କାର୍ଯ୍ୟକ୍ରମ ଗୁଡିକୁ ବାହୁ ଦର୍ଶକ ମନଭରି ଉପଭୋଗ କରିଥିଲେ ! ରଜସୁନାଖଳା ଗଣେଶ ବଜାର ବଣିକ ସଙ୍ଘ ଦ୍ୱାରା ପରିଚାଳିତ ଗଣେଶ ମହୋତ୍ସବ ଅତ୍ୟନ୍ତ ଆକର୍ଷଣୀୟ ତଥା ମନଲୋଭା ହୋଇପାରିଛି ! Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ସିୟୁଟିଏମ ପରିସରରେ ପ୍ରଫେସର ଏମ.ଏସ. ସ୍ୱାମୀନାଥନ’ଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ପାଳନ by Proprietor Abhimanyu Maharana September 29, 2026 ସଂସ୍କାର ଭାରତୀ, ଉତ୍କଳ ପୂର୍ଵ ପ୍ରାନ୍ତ ତରଫରୁ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି by Proprietor Abhimanyu Maharana September 29, 2026 ସହିଦ ଭଗତ ସିଂଙ୍କ ଜନ୍ମଦିବସ ପାଳିତ by Proprietor Abhimanyu Maharana September 29, 2026 ଗୀତାପାଠ ହିଁ ମନୁଷ୍ୟର ମନକୁ ଶୁଦ୍ଧ ଓ ଶାନ୍ତ କରିଥାଏ : ଜିଲ୍ଲାପାଳ by Proprietor Abhimanyu Maharana September 29, 2026 ଜାତୀୟ ଷ୍ଟାଟ ଅପ୍ କାର୍ଯ୍ୟକ୍ରମରେ ଅଧ୍ୟାପିକାଙ୍କ ସଫଳତା by Proprietor Abhimanyu Maharana September 29, 2026 ସୃଷ୍ଟି ଏକାଡେମୀରେ ‘ଉତ୍କର୍ଷ ୨.୦ ଇଣ୍ଡଷ୍ଟ୍ରି କନକ୍ଲେଭ୍ ଶିଳ୍ପଜଗତ ସହ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ସମ୍ପର୍କକୁ ସୁଦୃଢ଼ କରିବା ସହ ଭବିଷ୍ୟତମୁଖୀ ପରିଚାଳନା ଗଢ଼ିବା ଉପରେ ଗୁରୁତ୍ୱ by Proprietor Abhimanyu Maharana September 29, 2026