ତାରିଣୀ କମ୍ପୁର ଏକାଡେମୀରେ ଗଣେଶ ପୂଜା ପାଳନ

0୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :->  ତେଲଙ୍ଗାପେଣ୍ଠ ନିକଟସ୍ଥ ନୂଆଗଡ଼ ଠାରେ ଥିବା ତାରିଣୀ କମ୍ପୁଟର ଏକାଡେମୀର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଶନିବାର ଦିନ ଗଣେଶ ପୂଜା ଧୁମ ଧାମରେ ପାଳନ କରାଯାଇଥିଲା । ଗଣେଶଙ୍କୁ ପୂଜା କରାଯିବା ପରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳି ଦେଇ ଗଣେଶଙ୍କ ଆଶୀର୍ବାଦ ନେଇଥିଲେ ।

ତାରିଣୀ କମ୍ପୁଟର ଏକାଡେମୀର ପ୍ରତିଷ୍ଠାତା ସୁନିଲ କୁମାର କର , ଶିକ୍ଷକ ସରୋଜ କୁମାର ମହାନ୍ତି, ଶିକ୍ଷୟତ୍ରୀ ନିନି ଜେନା , ଗୋପାଳ ସେଠୀ , ପ୍ରିୟଙ୍କା ଦାସଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ଏହି ପୂଜାରେ ଯୋଗ ଦେଇଥିଲେ ।

Exit mobile version