0୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ଗୋପ ଅଞ୍ଚଳରେ ଥିବା ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଅନୁଷ୍ଠିତ ହୋଇଯାଇଛି । ଗୋପ ବ୍ଲକ ରେ ଥିବା ବିଭିନ୍ନ ପଞ୍ଚାୟତ ସହିତ ଗୋପ ବଜାର କମିଟି ,ନୟା ହାଟ ବଜାର କମିଟି ,ନାଗପୁର ବଜାର କମିଟି , ପଲ୍ଲୀ ବଜାର କମିଟି ,ଜହ୍ନିମଳିଆ ,ମଦରଙ୍ଗ ,ଗଣେଶ୍ୱରପୁର ,କୋଣାର୍କ ଏନଏସି , ଯୋଗେଶ୍ୱରପୁର ବଜାର କମିଟି ,ସହିତ ଗୋପ ନିଗମାନନ୍ଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ,ଗୋପ ଉଚ୍ଚ ମହାବିଦ୍ୟାଳୟ , ଗୋପ ରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ରେ ଶ୍ରୀବିନାୟକ ଙ୍କ ପୂଜାଅର୍ଚନା ଅନୁଷ୍ଠିତ ହୋଇଯାଇଛି l

