0୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଓଡିଶା ସାମ୍ବାଦିକ ସଙ୍ଘ ର ସକ୍ରିୟ ସଭ୍ୟ ରଞ୍ଜନ ପଟ୍ଟନାୟକ (ମିଟୁଭାଇ ) ବର୍ତ୍ତମାନ କଟକ ବଡ ଡାକ୍ତରଖାନା ରେ ଚିକିତ୍ସିତ ହେଉଛନ୍ତି l ତାଙ୍କର ଆଶୁ ଆରୋଗ୍ୟ କାମନା କରି ଓଡିଶା ସାମ୍ବାଦିକ ସଙ୍ଘ (ଓ ଜେ ୟୁ ), ପୁରୀ ଜିଲ୍ଲା ପକ୍ଷରୁ ଏକ ସମୂହ ଦୀପଦାନ ଶ୍ରୀମନ୍ଦିର ସିଂହଦ୍ୱାର ଠାରେ ପ୍ରଭୁ ଚତୁର୍ଦ୍ଧମୂର୍ତ୍ତି ଙ୍କ ଉଦ୍ୟେଶ ରେ ପ୍ରାର୍ଥନା କରାଯାଇଛି l

