Home ଓଡ଼ିଶା ବଡପଙ୍ଖାଳ ଗ୍ରାମର ଯୁବକ ନିଖୋଜ ପରିବାର ଦୁଃଖରେ ବାଙ୍ଗି ପଡିଛନ୍ତି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp 0୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ଼ା ଜିଲ୍ଲା :-> ଗୁଡାରୀ ବ୍ଲକ୍,ଶିରୀଗୁଡା ଗ୍ରାମ ପଞ୍ଚାୟତ ନିକଟସ୍ଥ ବଡପଙ୍ଖାଳ ଗ୍ରାମର ନିଖୋଜ ଯୁବକ ବୟସ (୨୧) ଅସିତ ଜାଗେରାଙ୍ଗା,ପିତା-ବୁଜା ଜାଗେ ରାଙ୍ଗା,ମାତା-ଇକାବାଳି ଜାଗେରାଙ୍ଗା । ଚଳିତ ମାସ ଯଥା ତାରିଖ- ୩୧/୦୮/୨୦୧୪ ଶନିବାର ଦିନ ଠାରୁ ଯୁବକଙ୍କର ନିଖୋଜ ହୋଇ ଆଜି ପର୍ଯ୍ୟନ୍ତ ତାଙ୍କରି ସନ୍ଦାନ ପାଇପାରୁ ନାହାଁନ୍ତି। କିଛି ଦିନ ପୂର୍ବରୁ ନିଖୋଜ ଯୁବକଙ୍କ ମସ୍ତିଷ୍କ ଖରାପ ରହିଥିବା ବେଳେ, ତାଙ୍କରି ଆଜି ନିଖୋଜର ସନ୍ଦାନ ପାଇପାରୁ ନ ଥିବା ଜଣାପଡିଛି । ତାଙ୍କ ପରିବାର ବର୍ଗ ଆଜି ମନ ଦୁଃଖରେ ଆଜି ପୁଅଙ୍କ ପାଇଁ ବିକଳରେ ପେଟ ଦାନା ମଧ୍ଯ ଖାଦ୍ୟ ପାନ କରିପାରୁ ନ ଥିବା ଦେଖିବାକୁ ମିଳୁଛି । ତେବେ ଗ୍ରାମବାସୀଙ୍କ ବିନୀତ ଅନୁରୋଧ ପ୍ରାର୍ଥନା ନିଖୋଜ ଯୁବକଙ୍କ ନଜରରେ କିମ୍ବା ସନ୍ଦାନ ସମ୍ମୁଖରେ ପଡନ୍ତି। ତାହା ହେଲେ ଏହି ନମ୍ବର ଯଥାର୍ଥ: ୮୩୨୮୮୩୭୮୧୪, ୭୭୩୫୩୮୭୫୪୩, ୭୮୫୩୯୫୦୨୧୩,୯୮୬୧୭୯୭୨୧୨,୮୨୬୦୪୭୨୭୪୫,୮୧୪୪୭୮୧୭୩୧ ନମ୍ବର ମାଧ୍ୟମରେ ଯୋଗା ଯୋଗ ନିମନ୍ତେ ଜଣାଇଛନ୍ତି । ବିପୁଳ ଜନ ଗ୍ରାମ ବାସୀଙ୍କ ଖୋଜିବା ସହ ଦୁଃଖଦ ଜନ୍ମିଛି, ନିଖୋଜ ଯୁବକଙ୍କ ସନ୍ଦାନ ପାଇ ପାରୁ ନାହାଁନ୍ତି । ରାୟଗଡ଼ା ଜିଲ୍ଲାରୁ ସିମନ୍ ଦଳବେହେରାଙ୍କ ରିପୋର୍ଟ ତାଜା ନ୍ଯୁଜ୍ ଓଡ଼ିଶା । Categories: ଓଡ଼ିଶା, ରାୟଗଡା, ହୋମ୍ Related Content ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୨୪୭ ଜଣଙ୍କ ପଞ୍ଜିକରଣ : ଭିନ୍ନକ୍ଷମଙ୍କୁ ପ୍ରଦାନ କରାଗଲା ସହାୟକ ଉପକରଣ by Proprietor Abhimanyu Maharana September 12, 2026 ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ - ଉଲ୍ଲାସ ଜନସଚେତନତା ପଦଯାତ୍ରା by Proprietor Abhimanyu Maharana September 12, 2026 ଆଗକୁ ଆସୁଛି ଗଣେଶ ପୂଜା : ମୂର୍ତ୍ତି ନିର୍ମାଣରେ କାରିଗର ବ୍ୟସ୍ତ, ଗ୍ରାହକଙ୍କ ଅପେକ୍ଷାରେ ବ୍ୟବସାୟୀ by Proprietor Abhimanyu Maharana September 12, 2026 ବିରିଡି ପଞ୍ଚାୟତ ସମିତିର ଦଶମ ସ୍ୱତନ୍ତ୍ର ସାଧାରଣ ବୈଠକ by Proprietor Abhimanyu Maharana September 12, 2026 ନିପୁଣ ଓଡ଼ିଶା ଓ ଉଲ୍ଲାସ କାର୍ଯ୍ୟକ୍ରମ ର ଲକ୍ଷ୍ୟ ବର୍ଣ୍ଣନା କଲେ ବ୍ଲକ୍ ଶିକ୍ଷା ଅଧିକାରୀ by Proprietor Abhimanyu Maharana September 11, 2026 ବାର୍ଷିକ ବିଜ୍ଞାନମେଳା ଓ କଣ୍ଢେଇ ମେଳା ଅନୁଷ୍ଠିତ : ୧୬୦ ପ୍ରକଳ୍ପରେ ଝଲସିଲା କୁନି ବୈଜ୍ଞାନିକଙ୍କ ପ୍ରତିଭା by Proprietor Abhimanyu Maharana September 11, 2026