0୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଶିକ ବିଭାଗ ପକ୍ଷରୁ ଚାଲିଥିବା କୌଶଳ ରଥ ନୟାଗଡ଼ ଜିଲ୍ଲାରେ ପରିକ୍ରମା କରୁଅଛି । ଏହି ପରିପ୍ରେକ୍ଷୀରେ ଆଜି ଦଶପଲ୍ଲା ବ୍ଲକ ଟାକରା ପଞ୍ଚାୟତରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ , ବୁଗୁଡ଼ା ପରିସରରେ ଏହି କୌଶଳ ରଥ ପହଞ୍ଚିଥିଲା।ଯାହାକୁ କି ବିଦ୍ୟାଳୟର ସମସ୍ତ ଛାତ୍ରୀ ଓ ଶିକ୍ଷକ ,

