0୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଦଶପଲ୍ଲା ଜୀବନ ବୀମା ନିଗମର ଶାଖା ପରିଚାଳକ ସୁମନ୍ତ କୁମାର ଜେନାଙ୍କ ନେତୃତ୍ବରେ ଏହାର ୬୮ତମ ବାର୍ଷିକ ଉତ୍ସବ ଶୁକ୍ରବାର ଦିନ ପାଳିତ ହୋଇଯାଇଛି । ଏହି ଅବସରରେ ଦଶପଲ୍ଲା ଜୀବନ ବୀମା ସାଟେଲାଇଟ୍ କାର୍ଯ୍ୟାଳୟ ପକ୍ଷରୁ ଏକ ସଚେତନତା ମୂଳକ ଶୋଭାଯାତ୍ରା ଦଶପଲ୍ଲାର ଆରାଧ୍ୟଦେବ ପ୍ରଭୁ ମହାବୀରଙ୍କ ମନ୍ଦିର ନିକଟରୁ ବାହାରି

