0୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଲଷ୍ମୀପୁର :-> ସ୍ଥାନୀୟ ସାଙ୍ଗାନା ଉଚ୍ଚବିଦ୍ୟାଳୟ ଠାରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ମହାସମାରୋହରେ ଗୁରୁ ଦିବସ ପାଳିତ ହେଇଯାଇଛି l ପ୍ରଧାନ ଶିକ୍ଷକଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ପ୍ରଥମେ ଡ଼ ସର୍ବପଲ୍ଲୀ ରାଧା କ୍ରିଷ୍ଣାଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣା କରି ପୂଜାର୍ଚନା କରାଯାଇଥିଲା l ଏହି ଅବସରରେ ଛାତ୍ର ଛାତ୍ରୀ ମାନେ ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପାଛଟି ନେଇ ଉତ୍ସବ ପାଳନ କରିଥିଲେ l
