ପ୍ରତିଶୃତି ପାଳନ କଲେ – ବିଧାୟକ

ନିର୍ବାଚନ ପ୍ରଚାର ସମୟରେ ରେଢ଼ାଖୋଲ ସହର କଇଥସାହି ର ଦିବ୍ୟାଙ୍ଗ ଶ୍ରୀ ସଞ୍ଜିତ ନାଏକଙ୍କୁ ଏକ ବ୍ୟାଟେରୀ ଚାଳିତ ତିନି ଚକିଆ ସାଇକେଲ ପ୍ରଦାନ କରିବେ ବୋଲି ସେ ପ୍ରତିଶୃତି ଦେଇଥିଲେ l ଆଜି ତାଙ୍କ ପ୍ରତିଶୃତି କୁ ରକ୍ଷ୍ୟା କରି ଶ୍ରୀ ସଞ୍ଜିତ ନାଏକଙ୍କୁ ବ୍ୟାଟେରୀ ଚାଳିତ ତିନି ଚକିଆ ସାଇକେଲ ପ୍ରାଦନ କରିଛନ୍ତି ବିଧାୟକ l ଏଥିରେ ଖୁସିବ୍ୟକ୍ତ ହୋଇ ଦିବ୍ୟାଙ୍ଗ ଜଣକ ଶ୍ରୀ ଆଚାର୍ଯ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି l
Related Content
ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି, ଅପେକ୍ଷାରେ ତିନି ରଥ, ସଜେଇ ହୋଇଛି ଶ୍ରୀମନ୍ଦିର
by
Proprietor Abhimanyu Maharana
July 24, 2026
ରଣପୁର ରାଜନୀତିରେ ସୁରମାଙ୍କ ପାଇଁ ମଇଦାନ ଖାଲି; ସମ୍ବିତଙ୍କ ଫମ୍ପା ପ୍ରତିଶୃତିକୁ ନେଇ ବଢ଼ୁଛି ଚର୍ଚ୍ଚା
by
Proprietor Abhimanyu Maharana
July 24, 2026
ଦେବୋତ୍ତର ମ୍ୟାନେଜର୍ କ୍ୱାର୍ଟର୍ ଜବରଦଖଲ ଘଟଣା ୩ ବର୍ଷ ତଳୁ ସରିଛି ଚୁକ୍ତି, ଆଦାୟ ହୋଇନି ଭଡ଼ା
by
Proprietor Abhimanyu Maharana
July 23, 2026
ଗରିବ ସନାତନଙ୍କ ପାଇଁ ବସୁନ୍ଧରା ଓ ଆବାସ ଯୋଜନା ପାଲଟିଛି ସାତ ସପନ
by
Proprietor Abhimanyu Maharana
July 23, 2026
ଜରିପଡା,ପୋଡ଼lପଟଣା ବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ କାଦୁଅ ପାଣି , ହନ୍ତସନ୍ତ ଛାତ୍ରଛାତ୍ରୀ
by
Proprietor Abhimanyu Maharana
July 23, 2026