0୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ଼ା ଜିଲ୍ଲା :-> ଗୁଣପୁର ବ୍ଲକ୍ ଅବସ୍ଥିତ ଶଗଡା ଗ୍ରାମପଞ୍ଚାୟତ କେରେବା ଗ୍ରାମର ଛାତ୍ର ନବେଶ ଶବର,ଆଜି ଡାକ୍ତର ପାଠ ପଡିବେ । ରାୟଗଡ଼ା ଜିଲ୍ଲା ଆଞ୍ଚଳିକ ଗୁଣପୁର ଏକ ଗୁଣ ଠାରେ ସାତ ଗୋଟି ପଞ୍ଚାୟତ ଯେଉଁ ଥିରେ କି ପାହାଡିଆ ଅଞ୍ଚଳର ଅନୁସୁଚିତ ଜନ ଜାତି ଲାଞ୍ଜିଆ ସଉରା ଉନ୍ନୟନ ପନ୍ତା ମଧ୍ୟେରେ ବସବାସ କରି ଆସିଥାନ୍ତି । ଶଗଡା ଗ୍ରାମପଞ୍ଚାୟତର କେରେବା ଗ୍ରାମର ଛାତ୍ର ନବେଶ ଶବର, ଆଜି ଏହି ଲାଞ୍ଜିଆ ସଉରା ସଂପ୍ରଦାୟ ଛାତ୍ର ଏକ ମଞ୍ଜି ବୁଣାଣିର ଗଜା ସାଦ୍ରୁଶ୍ୟ ଫୁଲ ଫୁଟି ଏକ ନିଟ୍, ଜେଇ,ଓଜେଇ ଏନ୍ ଟ୍ରାନ୍ସ୍ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ।

