Home ଓଡ଼ିଶା କେରେବା ଗ୍ରାମରେ ସୌର ଚାଳିତ ଜଳ ସେଚନ ପାଣି ଟାଙ୍କି ପାଟି : ଗୋଟିଏ ନଳ କୂପରେ ଲମ୍ବା ଧାଡିରେ ମରା ପିଟା ପିଟି ପ୍ରଶାସନ ଅଣ ଦେଖା ହେଉଛନ୍ତି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp କେରେବା ଗ୍ରାମରେ ସୌର ଚାଳିତ ଜଳ ସେଚନ ପାଣି ଟାଙ୍କି ପାଟି : ଯିବା ଫଳରେ ମାଆମାନେ ଜଳ ଅଭାବ ଯୋଗୁଁ ଗୋଟିଏ ନଳ କୂପରେ ଲମ୍ବା ଧାଡିରେ ମରା ପିଟା ପିଟି ପ୍ରଶାସନ ଅଣ ଦେଖା ହେଉଛନ୍ତି l 0୬ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାୟଗଡ଼ା ଜିଲ୍ଲା :-> ଗୁଣପୁର ବ୍ଲକ୍, ଶଗଡା ଗ୍ରାମପଞ୍ଚାୟତ ଅବସ୍ଥିତ କେରେବା ଗ୍ରାମରେ ସୌର ଚାଳିତ ଜଳ ସେଚନ ପାଣି ଟାଙ୍କି ପାଟି ଯିବା ଫଳରେ ଜଳର ଅଭାବ ଯୋଗୁଁ ମାଆମାନେ ଗୋଟିଏ ନଳ କୂପରେ ଲମ୍ବା ଧାଡିରେ ଜଳ ପାଇବା ନେଇ ଅନ୍ତଃ ସନ୍ତଃ ମରା ପିଟା ପିଟି ହେଉଥିବା ଦେଖିବାକୁ ମିଳିଛି। ଲାଞ୍ଜିଆ ସଉରା ଆଦିବାସୀ ଉନ୍ନୟନ ସଂସ୍ଥା, ଓପିଲିପି ଅଫିସ୍ ଠାରୁ ମାତ୍ର ୦୪/୦୬ କିଲୋମିଟର ଦ୍ବରତାରେ ଅବସ୍ଥିତ କେରେବା ଗ୍ରାମରେ ଏକ ଦ୍ବୀପ ରୂଖା ତଳ ଅନ୍ଧକାର ଭଳି ଏବେ ପ୍ରଶାସନର ଅବହେଳା ଯୋଗୁଁ ସୌର ଚାଳିତ ଜଳ ସେଚନର ମରାମତି କରିବା ସତ୍ତ୍ବେ ବାରମ୍ବାର ପାଣି ଟାଙ୍କିର ଅସମ୍ପୂର୍ଣ୍ଣ କାର୍ଯ୍ୟ କ୍ରମ ମଧ୍ଯରେ ଲାଞ୍ଜିଆ ସଉରା ଆଦିବାସୀ ଉନ୍ନୟନ ସଂସ୍ଥା,ଓପିଲିପି କର୍ମକର୍ତ୍ତା ଗଣ ଦିନ ନାହିଁ, ରାତ୍ରି ନାହିଁ ଏହି ଗ୍ରାମ ମଧ୍ଯ ଦେଇ ଭୂଲି ଯାଉଥିବା ସମୟରେ ଗ୍ରାମବାସୀମାନେ ଅଭିଯୋଗ କରୁଥିବା ସତ୍ତ୍ବେ ଗ୍ରାମବାସୀମାନଙ୍କୁ ବୁଆ ବୁଲାଉ ଛନ୍ତି। ପୂର୍ବରୁ ସୌର ଚାଳିତ ପାଣି ଟାଙ୍କି ତିନି ଗୋଟି ରହି ଥିବା ବେଳେ ଜଳର ଚାଳିତ ହୋଇ ପାରି ନ ଥିବା ବେଳେ,ପୁଣି ଆଉ ଚାରି ଗୋଟି ପାଣି ଟାଙ୍କିର ବ୍ୟବସ୍ଥା କରିବା ସତ୍ତ୍ବେ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି,ତେବେ କେତେକ ପାଣି ଟାଙ୍କି ପାଟି ଜଳ ଅଭାବ ଗ୍ରାମବାସୀଙ୍କୁ ସଙ୍କଟର କାରଣ ରହିଛି। ଏହି ପୂର୍ବରୁ ୦୩ ମାସ ତଳେ ଶ୍ରୀ- ମଙ୍ଗୁରୁ ମହାଶୟ ଜେଇ ପାଣି ଟାଙ୍କିର ବାରମ୍ବାର ଆପତ୍ତି ଅଭିଯୋଗକୁ ଗ୍ରୁହୀନ କାର୍ଯ୍ୟ ଅବହେଳା ଯୋଗୁଁ ଗ୍ରାମବାସୀଙ୍କୁ ସମସ୍ୟାର ଆଶଙ୍କା ସ୍ରୁଷ୍ଟି ହୋଉଛନ୍ତି। କେରେବା ଗ୍ରାମର ଜନ ସଂଖ୍ଯା ଦେଖିବାକୁ ଗଲେ ୦୩ ଶହରୁ ତଦ୍ଦ୍ ଉର୍ଦ୍ଧ ରହିଛି । ତାହା ହେଲେ, ଜନସଂଖ୍ୟା ଲଘୁ ଦ୍ରୁଷ୍ଟିରେ ଗୋଟିଏ ନଳ କୂପରେ କି ପରି ଭାବେ ଚଳି ପାରିବେ, କିନ୍ତୁ ଏକ ପକ୍ଷରେ ଘରେ, ଘରେ ଟ୍ୟାପ୍ ଯୋଗେ ଦେଇଥିବା ବେଳେ ଖୁଣ୍ଟ ପରି ରହିଛି, ଜଳ ଶୂନ୍ଯ ରେ ରହି କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି। ତଥା ଝରଣାନା ନାଳ ୦୨ କିଲୋ ମିଟର ଦ୍ବରତାରେ ଅବସ୍ଥିତ ସାନ ଝରଣା ନାଳଟିଏ ରହିଛି। କିନ୍ତୁ ଆଦିବାସୀ ସଉରା ଦିନ ତମାମ୍ କାମରୁ ଆସି ଗ୍ରାମବାସୀମାନେ ଗାଧୋଇବା ପାଇଁ କୋଳରେ ପିଲା,ଛୁଆମାନଙ୍କୁ ଧରି ଯିବା ବହୁତ କଷ୍ଟ ସାଧ୍ୟ ନାଳ,ନର୍ମଦା ନିର୍ଜନ ସନ୍ଦ୍ୟା ସମୟରେ ଅନ୍ଧକାର ପଥ ପ୍ରାନ୍ତରେ ବହୁତ କଷ୍ଟ ଅନୁଭୂତି କରନ୍ତି ଗ୍ରାମବାସୀମାନେ, ଚୂଲି ମୁଣ୍ଡରେ ଆଣ୍ଡିଟିଏ ପାଣି ବସି ପରିବାର ଖାଦ୍ୟ,ପାନ,ସେବନ କରି ପାରୁ ନ ଥିବା ବେଳେ ଆଣ୍ଡି,ଜଳଟି ନଳ କୂପ ଯିବା ବେଳେ ଲମ୍ବା ଧାଡିରେ ମାଆମାନେ ସମସ୍ୟା ଉପରେ ସାଙ୍ଗାତିକ ମଧ୍ୟରେ ପରିପୂର୍ଣ୍ଣ ମରା,ପିଟା,ପିଟି ନଳ କୂପରେ ଦେଖିବାକୁ ପାଇ ପାରୁଛୁ। ଏହି ଗ୍ରାମ ପ୍ରତି ମାଆଟିଏ ଜନ୍ନ,ମାଆ ସନ୍ମାନ ପ୍ରଶାସନର ଅବହେଳା ଅଣ ଦେଖା ହେଉଛନ୍ତି କାହିଁକି ? ଗ୍ରାମବାସୀଙ୍କୁ ଜଳର ସମସ୍ୟାକୁ ଅନୁଧ୍ଯାନ କରି ତୁରନ୍ତ ସମସ୍ୟାର ସମାଧାନ ସୌର ଚାଳିତ ଜଳ ସେଚନ ପାଣି ଟାଙ୍କିର ପୁନଃ ମରାମତି କରିବା ନିମନ୍ତେ ଲାଞ୍ଜିଆ ସଉରା ଆଦିବାସୀ ଉନ୍ନୟନ ଓପିଲିପି ସଂସ୍ଥା ଦେଖିବାକୁ ବାକି ରହିଲା। ତଥା:-ୱାର୍ଡ ମେମ୍ବର ଶ୍ରୀ- ଲାବନ ଗମାଙ୍ଗ,ପୂର୍ବତନ ସମିତି ସଭ୍ଯ ଶ୍ରୀ- ରାଜେଶ ଗମାଙ୍ଗ,ଜଗା ଶବର,ସିମାନ ଗମାଙ୍ଗ,ଜୀବିତ ଗମାଙ୍ଗ,ଇର୍ସୁଙ୍ଗ୍ ଶବର,ସୁଙ୍ଖାନ ଶବର,ତିକାନ ଗମାଙ୍ଗ,ଲିମ୍ଫାନ ଗମାଙ୍ଗ,ସଞ୍ଜୟ ଶବର,ପିନୁଏଲ୍ ଶବର,ସୁଦାସ୍ନ ଗମାଙ୍ଗ ଆଲାଙ୍ଗ୍ ଡା ଗ୍ରାମର ଚୌକିଦାର ଶ୍ରୀ- ଅଙ୍ଗୁନ ଶବର ତଥା ବୁଦ୍ଧି ଜୀବୀ ଗଣ ଉପସ୍ଥିତ ଥିଲେ । Categories: ଓଡ଼ିଶା, ରାୟଗଡା, ହୋମ୍ Related Content ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୨୪୭ ଜଣଙ୍କ ପଞ୍ଜିକରଣ : ଭିନ୍ନକ୍ଷମଙ୍କୁ ପ୍ରଦାନ କରାଗଲା ସହାୟକ ଉପକରଣ by Proprietor Abhimanyu Maharana September 12, 2026 ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ - ଉଲ୍ଲାସ ଜନସଚେତନତା ପଦଯାତ୍ରା by Proprietor Abhimanyu Maharana September 12, 2026 ଆଗକୁ ଆସୁଛି ଗଣେଶ ପୂଜା : ମୂର୍ତ୍ତି ନିର୍ମାଣରେ କାରିଗର ବ୍ୟସ୍ତ, ଗ୍ରାହକଙ୍କ ଅପେକ୍ଷାରେ ବ୍ୟବସାୟୀ by Proprietor Abhimanyu Maharana September 12, 2026 ବିରିଡି ପଞ୍ଚାୟତ ସମିତିର ଦଶମ ସ୍ୱତନ୍ତ୍ର ସାଧାରଣ ବୈଠକ by Proprietor Abhimanyu Maharana September 12, 2026 ନିପୁଣ ଓଡ଼ିଶା ଓ ଉଲ୍ଲାସ କାର୍ଯ୍ୟକ୍ରମ ର ଲକ୍ଷ୍ୟ ବର୍ଣ୍ଣନା କଲେ ବ୍ଲକ୍ ଶିକ୍ଷା ଅଧିକାରୀ by Proprietor Abhimanyu Maharana September 11, 2026 ବାର୍ଷିକ ବିଜ୍ଞାନମେଳା ଓ କଣ୍ଢେଇ ମେଳା ଅନୁଷ୍ଠିତ : ୧୬୦ ପ୍ରକଳ୍ପରେ ଝଲସିଲା କୁନି ବୈଜ୍ଞାନିକଙ୍କ ପ୍ରତିଭା by Proprietor Abhimanyu Maharana September 11, 2026