0୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :-> ଘରେ ରଙ୍ଗଲଗା କାର୍ଯ୍ୟ କଲାବେଳେ ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ଜଣେ ଯୁବକ ମୃତ l ମୃତକ ଜଣକ ହେଲେ ଭଞ୍ଜନଗର ଥାନା ବାଲିଆପଟ୍ଟା ଗ୍ରାମର ଅକ୍ଷୟ ନାୟକ l ମୋହନା କଲେଜ ଛକ ନିକଟରେ ଏକ ନିର୍ମାଣାଧିନ ଘର ଉପରେ ରଙ୍ଗଲଗା କାର୍ଯ୍ୟ କରିବାବେଳେ

