ଓଡିଶା ତାଜା ନ୍ୟୁଜ୍ ( ୧୪ ଅଗଷ୍ଟ ଶୁକ୍ରବାର ) ହିଞ୍ଜିଳିକାଟୁ :- ମାଧ୍ୟାମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷ +୨ ବିଜ୍ଞାନ ବିଭାଗରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମୌାବିଦ୍ୟାଳୟରେ ୩୩୭ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୭୦ ଜଣ ଉତୀର୍ଣ୍ଣ ଲାଭ କରିଛନ୍ତି । ପ୍ରତମ ଶ୍ରେଣରେ ୧୧୬, ଦ୍ୱିତୀୟ ଶ୍ରେଣୀରେ୧୦୪, ତୃତୀୟ ଶ୍ରେଣୀରେ ୫୦ ପରୀକ୍ଷାର୍ଥ ଉତୀର୍ଣ୍ଣ ହୋଇଥିବା ବେଳେ ୬୪ ଜଣ ଅନୁତୀର୍ଣ୍ଣ ହୈାଇଛନ୍ତି । ଜଣେ ପରୀକ୍ଷାର୍ଥ ଅନୁପସ୍ଥିତ ରହୌିଥିବା ବେଳେ ୨ ପରୀକ୍ଷାର୍ଥୀଙ୍କ ଫଳ ବାତିଲ ରହିଛି । ଜାହ୍ନବୀ ସାହୁ ସର୍ବାଧିକ ୫୨୪ ନମ୍ବର ରଖି ସଂପୃକ୍ତ ମହାବିଦ୍ୟାଳୟର ଟପ୍ପର ଆଖ୍ୟା ଅର୍ଜନ କରିଛନ୍ତି । ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ଜୀବ ବିଜ୍ଞାନ ବିଷୟ ପରୀକ୍ଷାକୁ ବାତିଲ କରାଯାଇଥିଲା । ପରୀକ୍ଷାର୍ଥୀଙ୍କ ଅନ୍ୟ ୩ଟି ବିଷୟର ଫଳାଫଳକୁ ନେଇ ହାରାହାରି ମାର୍କ ମିଳିଛି । ଏଭଳି କାର୍ଯ୍ୟକୁ ନେଇ କିଛି ପରୀକ୍ଷାର୍ଥ ସନ୍ତୋଷ ବ୍ୟକ୍ତ କରିଥିବା ବେଳେ କିଛି ପରୀକ୍ଷାର୍ଥୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବିଶେଷ କରି ଗଣିତ ବିଷୟରେ ସଂପୃକ୍ତ ମହାବିଦ୍ୟାଳୟର ବହୁ ପରୀକ୍ଷାର୍ଥୀଙ୍କ କମ୍ ନମ୍ବର ରହିଥିବା ଜଣାପଡ଼ିଛି ।
ହିଞ୍ଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟ ବିଜ୍ଞାନ ବିଭାଗରେ ୩୩୭ରୁ ୨୭୦ ଉତୀର୍ଣ୍ଣ

- Categories: Uncategorized, ଓଡ଼ିଶା, ଶିକ୍ଷା ଓ ନିଯୁକ୍ତି, ହୋମ୍
Related Content
ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ
by
Proprietor Abhimanyu Maharana
September 7, 2026
ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬
by
Proprietor Abhimanyu Maharana
September 7, 2026
ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତଦେହ ଠାବ
by
Proprietor Abhimanyu Maharana
September 7, 2026
ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା
by
Proprietor Abhimanyu Maharana
September 7, 2026
ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ
by
Proprietor Abhimanyu Maharana
September 7, 2026
ନୟାଗଡ଼ରେ ଜିଲ୍ଲା ସ୍ତରୀୟ ନାରୀ ଜାଗରଣ ଶୋଭାଯାତ୍ରା ଓ ସମ୍ମିଳନୀ ଅନୁଷ୍ଠିତ
by
Proprietor Abhimanyu Maharana
September 7, 2026