
0୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଲଣ୍ଡନ :-> ଓଡ଼ିଶା ସୋସାଇଟି ଅଫ ୟୁନାଇଟେଡ଼ କିଙ୍ଗଡ଼ମ ( ଓସୁକ) ର ନବ ନିର୍ବାଚିତ କର୍ମକର୍ତ୍ତା ମାନେ ଏହା ମଧ୍ୟରେ ସେମାନଙ୍କର ଦାୟିତ୍ୱ ଗ୍ରହଣ କରିଛନ୍ତି I ସେମାନେ ସେମାନଙ୍କର ପଦବୀରେ ତିନି ବର୍ଷ ପାଇଁ କାର୍ଯ୍ୟ କରିବେ ବୋଲି ଜଣାଯାଇଛି I ନିକଟରେ କାର୍ଡିଫ ଠାରେ ଅନୁଷ୍ଠିତ ଓସୁକର ୪୫ତମ ବାର୍ଷିକ ଅଧିବେଶନ ଅଵସରରେ ଏହି ନୂଆ କର୍ମକର୍ତ୍ତା ମାନେ ନିର୍ବାଚିତ ହୋଇଥିଲେ । ମେରାଇନ ଇଂଜିନିୟର ବିଶ୍ୱଜୀତ ପ୍ରଧାନ,

