
0୫ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ମହାନଗର ନିଗମ ୫୬ ନମ୍ବର ୱ।ର୍ଡ଼ ମୁକାମେଶ୍ୱର ଗ୍ରାମର ଗଣେଶ ମଣ୍ଡପ ଛକଠାରେ ଗତ ୩ ତାରିଖ ଦିନ ମହାନଗର ପକ୍ଷରୁ ଏକ ସେମିମାକ୍ସ ଲାଇଟ ଗଣେଶ ପୂଜା ପୂର୍ବରୁ ଲଗାଯାଇ ଥିବାରୁ ଯୁବକ ସଂଘ ଏବଂ ଗଣେଶ ପୂଜା କମିଟି ପକ୍ଷରୁ ମହାନଗର ବିଭାଗୀୟ ଅଧିକାରୀଙ୍କୁ କୃତଞତା ଜଣାଇଛନ୍ତି । ଏହି ଛକରେ ଲାଇଟ ନଥିବାରୁ ଅନ୍ଧକାର ରହୁଥିଲା ।

